ଧର୍ମ ନିଷ୍ଠା Dharma nishṭhā

  • ସଂ. ବି (ଧର୍ମ+ନିଷ୍ଠା; 7 ମୀ ତତ୍) — ଧର୍ମରେ ଆସ୍ଥା ବା ଏକାଗ୍ରତା — Firm belief in religion
  • ସଂ. ବି (ଧର୍ମ+ନିଷ୍ଠା; 7 ମୀ ତତ୍) — ଧର୍ମ ବିଷୟରେ ଆନ୍ତରିକ ଶ୍ରଦ୍ଧା — Sincere piety
  • ସଂ. ବି (ଧର୍ମ+ନିଷ୍ଠା; 7 ମୀ ତତ୍) — ଧର୍ମପରାୟଣତା — Devotion to religion
  • ସଂ. ବିଣ. ସ୍ତ୍ରୀ (ଧର୍ମନିଷ୍ଠ+ଆ) — ଧର୍ମନିଷ୍ଠର ସ୍ତ୍ରୀଲିଙ୍ଗ — Feminine of Dharmanishṭha