ଧର୍ମ ଧ୍ୱଜ Dharma dhwaja

  • ସଂ. ବିଣ.—(ବହୁବ୍ରୀହି; ଧର୍ମ+ଧ୍ୱଜ) — କପଟ ଧାର୍ମିକ; ବିରାଡ଼ି ବୈଷମ — Hypocritical; one who is irreligious under the grab of religion
  • ସଂ. ବିଣ.—(ବହୁବ୍ରୀହି; ଧର୍ମ+ଧ୍ୱଜ) — ଯେ ଧର୍ମର ଦ୍ୱାହି ଦେଇ ନୀଚ ସ୍ୱାର୍ଥ ସାଧନ କରେ — Pursuing one's self interest in the name of religion
  • ସଂ. ବି. — ଯେଉଁ ଲୋକ ଧର୍ମର ଲକ୍ଷଣମାନ ଦେଖାଏ— କିନ୍ତୁ କାର୍ଯ୍ୟତଃ ଅଧର୍ମାଚରଣ କରେ; — An imposter
  • ସଂ. ବି. — ନ କହିବୁ ଦୁର୍ଜନ ଅଗ୍ରତେ, ଅପରେ ଧର୍ମଧ୍ୱଜ ଯେତେ। ଜଗନ୍ନାଥ, ଭାଗବତ
  • ସଂ. ବି. — ଜନକବଂଶୀ ମିଥିଳାର ନୃପବିଶେଷ — The name of a king of ancient Mithiḻā