ଧର୍ମ ଦାନ Dharma dāna

  • ସଂ. ବି. (ମ. ପ. ଲୋ; ଧର୍ମ+ଦାନ) — କେବଳ ଧର୍ମ ନିମିତ୍ତ ଦାନ; ସାତ୍ତ୍ୱିକ ଦାନ — A gift from a purely religious or dis- interested motive
  • ସଂ. ବି. (ମ. ପ. ଲୋ; ଧର୍ମ+ଦାନ) — ଧର୍ମ କର୍ମ ପାଇଁ ଦାନ — Gift for a religious purpose