ଧର୍ମ ଦଣ୍ଡ Dharma daṇḍa
- ସଂ. ବି — ନିଜର ଧର୍ମରକ୍ଷାପାଇଁ ସୁହାଯିବା କଷ୍ଟ — Trouble undergone by a person for preserving his religion
- ସଂ. ବି — ବୃଥା କଷ୍ଟ; ବୃଥା ଦଣ୍ଡ; ବ୍ୟର୍ଥ ଦଣ୍ଡ — Undeserved punishment
- ସଂ. ବି — ଅନ୍ୟର ଅପରାଧ ପାଇଁ ଭୋଗିବା ଦଣ୍ତ — Punishment for the sin or offence of another