ଧର୍ମ ତତ୍ତ୍ୱ Dharma tattwa

  • ସଂ. ବି. (ଧର୍ମ+ତତ୍ତ୍ୱ; 6 ଷ୍ଠୀ ତତ୍) — ଧର୍ମର ଗୁଢ଼ ମର୍ମ୍ମ — The fundamental principles or truths of religion; essential or inner religious truths,
  • ସଂ. ବି. (ଧର୍ମ+ତତ୍ତ୍ୱ; 6 ଷ୍ଠୀ ତତ୍) — ଧର୍ମବିଜ୍ଞାନ — The Science of Religion