ଧର୍ମ ଡାକ Dharma ḍāka

  • ଦେ. ବି — ଧର୍ମକୁ ସାକ୍ଷୀ ରଖି ଆହ୍ୱାନ କରିବା; ଧର୍ମରଦ୍ୱାହି ଦେଇ କୌଣସି ବ୍ୟକ୍ତିକୁ କୌଣସି କାର୍ଯ୍ୟରେ ଯୋଗ ଦେବାପାଇଁ ଆହ୍ୱାନ କରିବା — To call on other people to join by in- voking the name of God