ଧର୍ମ ଜୀବନ Dharma jibana

  • ସଂ. ବି. (ଧର୍ମ+ଜୀବନ; ମ. ପ. ଲୋ) — ଧର୍ମାନୁଷ୍ଠାନନିରତ ଜୀବନ — A life devoted to piety
  • ସଂ. ବି. (ଧର୍ମ+ଜୀବନ; ମ. ପ. ଲୋ) — ଆଧ୍ୟାତ୍ମିକ ଚିନ୍ତାରେ ବ୍ୟାପୃତ ଜୀବନ — Spiritual life; a life spent in spiritual contemplation