ଧର୍ମ ଚକ୍ର Dharma chakra

  • ସଂ. ବି — ବୁଦ୍ଧଦେବଙ୍କର ଚାରି ଗୋଟି ଉପଦେଶ (ଯାହା କି ପ୍ରତ୍ୟେକ ବୌଦ୍ଧଙ୍କର ପାଳନୀୟ) — The four tenets of Buddhism laid down by the Buddha
  • ସଂ. ବି — [ ଦ୍ର—ବୁଦ୍ଧଙ୍କ ପ୍ରଚାରିତ ସତ୍ୟ ଚତୁଷ୍ଟୟ ଯଥା— 1 . ସଂସାର ନିରବଚ୍ଛିନ୍ନ ଦୁଃଖମୟ; 2 ବିଷୟତୃଷ୍ଣା ହିଁ ଦୁଃଖର ମୂଳ କାରଣ; 3 . ବିଷୟତୃଷ୍ଣାକୁ ସମୂଳେ ଉତ୍ପାଟନ କରିବା ହିଁ ଦୁଃଖ ନିବୃତ୍ତି; 4 . ବିଷୟ ନିବୃତ୍ତିର ଅଷ୍ଟାଙ୍ଗିକ ପଥ; ଯଥା—(/?/) ସମ୍ୟକ୍ ଦୃଷ୍ଟି; (/?/) ସମ୍ୟକ୍ ସଂକଳ୍ପ; (/?/)ସମ୍ୟକ୍ ବାକ୍ୟ=ସତ୍ୟ, ସରଳ ଓ ପ୍ରିୟ ବାକ୍ୟ; (/?/) ସମ୍ୟକ୍ କର୍ମ=ସଦାଚରଣ; (/?/) ସମ୍ୟକ୍ ଆଜୀବ= ସର୍ବଭୂତରେ ଅହିଂସାପୂର୍ଣ୍ଣ ସାଧୁ ଜୀବିକା ନିର୍ବାହ; (/?/) ସମ୍ୟକ୍ ବ୍ୟାୟାମ=ଆତ୍ମସଂଯମ ପ୍ରଭୃତି ଉପାୟରେ ଆତ୍ମାର ଉନ୍ନତି ସାଧନ; (/?/) ସମ୍ୟକ୍ ସ୍ମୃତି; (/?/) ସମ୍ୟକ୍ ସମାଧି=ଜୀବନର ସୁଗଭୀର ତତ୍ତ୍ୱମାନଙ୍କର ଧ୍ୟାନ, ମନନ ଓ ନିଦିଧ୍ୟାସନ।] — [ ଦ୍ର—ବୁଦ୍ଧଙ୍କ ପ୍ରଚାରିତ ସତ୍ୟ ଚତୁଷ୍ଟୟ ଯଥା—1. ସଂସାର ନିରବଚ୍ଛିନ୍ନ ଦୁଃଖମୟ;2ବିଷୟତୃଷ୍ଣା ହିଁ ଦୁଃଖର ମୂଳ କାରଣ;3. ବିଷୟତୃଷ୍ଣାକୁ ସମୂଳେ ଉତ୍ପାଟନ କରିବା ହିଁ ଦୁଃଖ ନିବୃତ୍ତି;4. ବିଷୟ ନିବୃତ୍ତିର ଅଷ୍ଟାଙ୍ଗିକ ପଥ; ଯଥା—(/?/) ସମ୍ୟକ୍ ଦୃଷ୍ଟି; (/?/) ସମ୍ୟକ୍ ସଂକଳ୍ପ; (/?/)ସମ୍ୟକ୍ ବାକ୍ୟ=ସତ୍ୟ, ସରଳ ଓ ପ୍ରିୟ ବାକ୍ୟ; (/?/) ସମ୍ୟକ୍ କର୍ମ=ସଦାଚରଣ; (/?/) ସମ୍ୟକ୍ ଆଜୀବ= ସର୍ବଭୂତରେ ଅହିଂସାପୂର୍ଣ୍ଣ ସାଧୁ ଜୀବିକା ନିର୍ବାହ; (/?/) ସମ୍ୟକ୍ ବ୍ୟାୟାମ=ଆତ୍ମସଂଯମ ପ୍ରଭୃତି ଉପାୟରେ ଆତ୍ମାର ଉନ୍ନତି ସାଧନ; (/?/) ସମ୍ୟକ୍ ସ୍ମୃତି; (/?/) ସମ୍ୟକ୍ ସମାଧି=ଜୀବନର ସୁଗଭୀର ତତ୍ତ୍ୱମାନଙ୍କର ଧ୍ୟାନ, ମନନ ଓ ନିଦିଧ୍ୟାସନ]
  • ସଂ. ବି — ଚକ୍ର ରୂପେ କଳ୍ପିତ ଆଇନ୍ — The wheel of law
  • ସଂ. ବି — ଚକ୍ର ରୂପେ କଳ୍ପିତ ଧର୍ମ — The wheel or vast range of religion or piety
  • ସଂ. ବି — ବୁଦ୍ଧଦେବ (ହି. ଶ.) — The Buddha
  • ସଂ. ବି — ଧର୍ମ ସମୂହ — A collection of religions