ଧର୍ମ କ୍ଷେତ୍ର Dharma kshetra

  • ସଂ. ବି. (ଧର୍ମ+କ୍ଷେତ୍ର; 6 ଷ୍ଠୀ ତତ୍) — ପୁଣ୍ୟକ୍ଷେତ୍ର; ତୀର୍ଥ — A holy place; a place of pilgrimage
  • ସଂ. ବି. (ଧର୍ମ+କ୍ଷେତ୍ର; 6 ଷ୍ଠୀ ତତ୍) — କୁରୁକ୍ଷେତ୍ର; ମହାଭାରତ ଯୁଦ୍ଧର ସ୍ଥାନ — Kurukshetra, the battle-field of the Mahābhārata war