ଧର୍ମ କାୟ Dharma kāya

  • ସଂ. ବି (ଧର୍ମ+କାୟ) — ବୁଦ୍ଧଦେବ — The Buddha
  • ସଂ. ବି (ଧର୍ମ+କାୟ) — [ଦ୍ର—ବୌଦ୍ଧମାନଙ୍କ ଧର୍ମଶାସ୍ତ୍ର ତ୍ରିପିଟକରେ ତିନିଗୋଟି ବିଷୟ ପ୍ରତିପାଦ୍ୟ ଓ ଉପାସନୀୟ ଯଥା— 1 , ବୁଦ୍ଧ 2 , ସଂଘ ଓ 3 , ଧର୍ମ ।] — [ଦ୍ର—ବୌଦ୍ଧମାନଙ୍କ ଧର୍ମଶାସ୍ତ୍ର ତ୍ରିପିଟକରେ ତିନିଗୋଟି ବିଷୟ ପ୍ରତିପାଦ୍ୟ ଓ ଉପାସନୀୟ ଯଥା—1, ବୁଦ୍ଧ2, ସଂଘ ଓ3, ଧର୍ମ ]