ଧର୍ମ କାମ Dharma kāma

  • ସଂ. ବିଣ. ପୁଂ (ଧର୍ମ+କାମ; ବହୁବ୍ରୀହି) — ଫଳପ୍ରାପ୍ତି କାମନାରେ ଯେ ଧର୍ମ କରେ — Doing pious or meritorious acts with an eye to the ultimate result
  • ସଂ. ବିଣ. ପୁଂ (ଧର୍ମ+କାମ; ବହୁବ୍ରୀହି) — ଧାର୍ମିକ — Devoted to virtue; pious