ଧର୍ତ୍ତବ୍ୟ Dharttabya
- ସଂ. ବିଣ. (ଧୃ ଧାତୁ=ଧରିବା+କର୍ମ ତବ୍ୟ) — ଧାରଣୀୟ; ଧରିବାର ଯୋଗ୍ୟ — Worthy of being held
- ସଂ. ବିଣ. (ଧୃ ଧାତୁ=ଧରିବା+କର୍ମ ତବ୍ୟ) — ଗଣନୀୟ — Calculable; noticeable
- ସଂ. ବିଣ. (ଧୃ ଧାତୁ=ଧରିବା+କର୍ମ ତବ୍ୟ) — ରଖିବାର ଯୋଗ୍ୟ — Fit to be kept
- ସଂ. ବିଣ. (ଧୃ ଧାତୁ=ଧରିବା+କର୍ମ ତବ୍ୟ) — ଗିରଫ କରାଯିବାର ଯୋଗ୍ୟ — Deserving to be apprehended
- ସଂ. ବିଣ. (ଧୃ ଧାତୁ=ଧରିବା+କର୍ମ ତବ୍ୟ) — ବିବେଚନାର ଯୋଗ୍ୟ — Worthy of consideration
- ସଂ. ବିଣ. (ଧୃ ଧାତୁ=ଧରିବା+କର୍ମ ତବ୍ୟ) — ଗ୍ରାହ୍ୟ — Acceptable