ଧରେଇ ଦେବା Dharei debā
- ଦେ. କ୍ରି — ଆସାମୀ ବା ଅପରାଧୀ ଅନ୍ୟ ବ୍ୟକ୍ତି ଦ୍ୱାରା ଧୃତ ହେବା ବିଷୟରେ ଅନ୍ୟ ବ୍ୟକ୍ତିକୁ ସାହାଯ୍ୟ କରିବା — To cause an accused or offender to be arrested
- ଦେ. କ୍ରି — କୌଣସି କାର୍ଯ୍ୟ କରିଥିବା ବ୍ୟକ୍ତିକୁ ଚିହ୍ନା ପକାଇଦେବା — To cause the doer of an act to be detected