ଧରି ମାରିବା Dhari māribā
- ଦେ. କ୍ରି—(ସଂ. ଧୃ ଧାତୁ ଓ ମୃ ଧାତୁ ଣିଚ୍ ମାରି ଧାତୁ) — କୌଣସି ବ୍ୟକ୍ତି ମାଡ଼ ଖାଇଲା ବେଳେ ପଳାଇ ଯାଇ ନ ପାରିବ ବୋଲି ତାକୁ ଆଗେ ଧରିବା ଓ ପଛେ ମାଡ଼ ଦେବା — To beat a person after catching hold of him so that he may not escape
- ଦେ. କ୍ରି—(ସଂ. ଧୃ ଧାତୁ ଓ ମୃ ଧାତୁ ଣିଚ୍ ମାରି ଧାତୁ) — ଧରି ମାଇଲେ ସିଦ୍ଧେ ମରନ୍ତି—ଢଗ।