ଧରି ବସିବା Dhari basibā

  • ଦେ. କ୍ରି — କୌଣସି ବିଷୟ ପାଇଁ ଏକ ଜିଗର କରିବା — To harp upon; to insist on; to importune; to persist
  • ଦେ. କ୍ରି — ଦଶହରା ବନ୍ଦ ସମୟରେ ଗୃହିଣୀ ଏକାନ୍ତ ଧରି ବସିଲେ ଗୃହକୁ ଯିବେ। କଳିନ୍ଦୀଚରଣ. ସାବିତ୍ରୀର ଦୁଃଖ।
  • ଦେ. କ୍ରି — କୌଣସି ଗୋଟିଏ ମାତ୍ର ବିଷୟରେ ବ୍ୟାପୃତ ହେବା ଓ ବିଷୟାନ୍ତର ପ୍ରତ ଦୃଷ୍ଟି ନ ଦେବା — To stick to one matter with pertinacity and neglect other matters
  • ଦେ. କ୍ରି — କୌଣସି ବସ୍ତୁକୁ ବହୁକାଳ ପାଇଁ ଧାରଣ କରିବା — To hold a thing for a long time
  • ଦେ. କ୍ରି — (ଯଥା—ମୁଁ ପିଲାକୁ ରାତିଯାକ ଧରି ବସିଛି. କେହି ଘ଼ଡ଼ିଏ ଖଣ୍ଡେ ମୋଠାରୁ ପିଲାକୁ ନେଲେ ନାହିଁ।)