ଧରି ନେବା Dhari nebā
- ଦେ. କ୍ରି — ବିବେଚନା କରିବା; ସ୍ଥିର କରିବା — To decide
- ଦେ. କ୍ରି — 2 କଳ୍ପନା କରିବା; ଅନୁମାନରେ ସ୍ଥିର କରିବା — 2କଳ୍ପନା କରିବା; ଅନୁମାନରେ ସ୍ଥିର କରିବା— 2. To assume; to suppose; to hypothecise; to take for granted
- ଦେ. କ୍ରି — କୌଣସି ଜୀବ ବା ମନୁଷ୍ୟକୁ ଆୟତ୍ତ ବା ଗିରଫ କରି କୌଣସି ସ୍ଥାନକୁ ଜବରଦସ୍ତି ନେବା — To take a person or animal to any place forcibly
- ଦେ. କ୍ରି — ଅନୁକରଣ କରିବା; ଅନୁକରଣ କରିବାରେ କୃତକାର୍ଯ୍ୟ ହେବା — To imitate; to succeed in imitating
- ଦେ. କ୍ରି — (ଯଥା—ସେ ଥରେ ମାତ୍ର ଶୁଣିକରି ଗୀତ ପଦକ ଧରି ନେଲା।)