ଧରମକଣ୍ଟା Dharamakaṇṭā

  • ପ୍ରାଦେ. (ଗଡ଼ଜାତ) ବି. — ଜୁଆଳି ମଝିରେ ମରାଯିବା ଖିଲା — A pin put on the middle of a yoke
  • ପ୍ରାଦେ. (ଗଡ଼ଜାତ) ବି. — [ଦ୍ର—ଏହି ଖିଲରେ ଝୁରା ଓ ଜୁଆଳିକୁ ସଂଲଗ୍ନ କରିବା ଦଉଡ଼ି ଅଟକାଯାଏ।]
  • ପ୍ରାଦେ. (ଗଡ଼ଜାତ) ବି. — ଧର୍ମ ବା ନ୍ୟାୟବିଚାରସୂଚକ ତୁଳା ଯନ୍ତ୍ର — 1. The scales or balance (representing justice)