ଧରମ ବୁଦ୍ଧି Dharama buddhi

  • ଗ୍ରା. ବି.—(ସଂ. ଧର୍ମବୁଦ୍ଧି) — ଧର୍ମ ବୁଦ୍ଧି (ଦେଖ) — Dharma buddhi (See)
  • ଗ୍ରା. ବି.—(ସଂ. ଧର୍ମବୁଦ୍ଧି) — ଶ୍ରଦ୍ଧାବନ୍ତ ହୋଇ ଉଦଯୋଗୀ ହେବ। ସତ୍ୟରେ ଯେ ଧରମବୁଦ୍ଧି ହୋଇଥିବ। କୃଷ୍ଣସିଂହ. ମହାଭାରତ. ଆଦି।