ଧରମ ଧାଡ଼ି Dharama dhāṟḍ̠i
- ଗ୍ରା. ବି. — ଧର୍ମାନୁମୋଦିତମାର୍ଗ — The way of religion; the path of virtue
- ଗ୍ରା. ବି. — ଧର୍ମାନୁମୋଦିତ କର୍ମମାନ — Acts sanctioned by equity or religion
- ଗ୍ରା. ବି. — ଏହି ସକାଶରୁ ତୁମ୍ଭର ପଟ ଛାଡ଼ି କହିଲେ ଦ୍ରୋଣ ଗୁରୁ ଯେ ଧରମ ଧା଼ଡ଼ି। କୃଷ୍ଣସିଂହ, ମହାଭାରତ. ବିରାଟ।