ଧରଣୀ ସୁତ Dharaṇī suta

  • ସଂ. ବି. ପୁଂ. ( 6 ଷ୍ଠୀ ତତ୍; ଧରଣୀ+ସୁତ) — ମଙ୍ଗଳଗ୍ରହ — The planet Mars
  • ସଂ. ବି. ପୁଂ. ( 6 ଷ୍ଠୀ ତତ୍; ଧରଣୀ+ସୁତ) — [ଦ୍ର—ଜ୍ୟୋତିର୍ବିଦ୍ମାନଙ୍କ ମତରେ ଘୂର୍ଣ୍ଣ୍ୟମାନ ପୃଥିବୀର କିୟଦଂଶ ଛିଡ଼ିକି ଯାଇ ମଙ୍ଗଳଗ୍ରହ ହୋଇଅଛି।]
  • ସଂ. ବି. ପୁଂ. ( 6 ଷ୍ଠୀ ତତ୍; ଧରଣୀ+ସୁତ) — ନରକାସୁର — The name of a demon