ଧରଣୀ ସୁତା Dharaṇīsutā

  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍ ଧରଣୀ+ସୁତା) — ସୀତା — A name of Sītā
  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍ ଧରଣୀ+ସୁତା) — [ଦ୍ର—ଯଜ୍ଞସ୍ଥାନ ପାଇଁ ଭୂମି କର୍ଷଣ କରୁଥିବା ଜନକରାଜାଙ୍କ ଲଙ୍ଗଳ ସିଆରରୁ ସୀତା ଉତ୍ଥିତା ହୋଇଥିଲେ।]