ଧରଣିଧର Dharaṇidhara
- ସଂ. ବି. (ଧରଣି+ ଧୃ ଧାତୁ=ଧରିବା+କର୍ତ୍ତୃ. ଅ) — ପର୍ବତ — Mountain
- ସଂ. ବି. (ଧରଣି+ ଧୃ ଧାତୁ=ଧରିବା+କର୍ତ୍ତୃ. ଅ) — ଅନନ୍ତ; ବାସୁକୀ — Bāsukī the great serpent said to bear the earth on its head
- ସଂ. ବି. (ଧରଣି+ ଧୃ ଧାତୁ=ଧରିବା+କର୍ତ୍ତୃ. ଅ) — କୂର୍ମରାଜ; ବିଷ୍ଣୁଙ୍କ ଦ୍ୱିତୀୟ ଅବତାର — The second (tortoise) incarnation of Bishṇu
- ସଂ. ବି. (ଧରଣି+ ଧୃ ଧାତୁ=ଧରିବା+କର୍ତ୍ତୃ. ଅ) — ମହାବରାହ; ବିଷ୍ଣୁଙ୍କ ତୃତୀୟ ଅବତାର — The third (boar) incarnation of Bishṇu
- ସଂ. ବି. (ଧରଣି+ ଧୃ ଧାତୁ=ଧରିବା+କର୍ତ୍ତୃ. ଅ) — ଶିବ; ମହାଦେବ — Ṡiba
- ସଂ. ବି. (ଧରଣି+ ଧୃ ଧାତୁ=ଧରିବା+କର୍ତ୍ତୃ. ଅ) — (ପୃଥିବୀକୁ ଧାରଣ କରିଥିବାରୁ) ବିଷ୍ଣୁ — Bishṇu
- ସଂ. ବି. (ଧରଣି+ ଧୃ ଧାତୁ=ଧରିବା+କର୍ତ୍ତୃ. ଅ) — ରାଜା; ଭୂପତି — King
- ଦେ. ବି. ପୁଂ. — ଲୋକଙ୍କ ନାମ — A name given to males