ଧରଣି ଦେବ Dharaṇi deba

  • ସଂ. ବି. ( 6 ଷ୍ଠୀ ତତ୍; ଧରଣୀ+ଦେବ) — ବ୍ରାହ୍ମଣ — A Brāhmaṇa
  • ସଂ. ବି. ( 6 ଷ୍ଠୀ ତତ୍; ଧରଣୀ+ଦେବ) — ଧରଣୀଦେବଙ୍କ ଚରଣ ରଜ; ଶିରେ ଘେନିବା ଯେବେ ହେବ ଲାଜ। କବିସୂର୍ଯ୍ୟ. ସଙ୍ଗୀତ।