ଧମ୍ମିଲ୍ଲ Dhammilla
- ସଂ. ବି. (ଧମ୍=ଊର୍ଦ୍ଧ୍ୱ ବା ମୂର୍ଦ୍ଧା+ମିଳ୍ ଧାତୁ= ମିଳିତ ହେବା+ସଂଜ୍ଞାର୍ଥେ ଳ; ଯାହା ମୁଣ୍ଡ ଉପରେ ଏକତ୍ର ମିଳିତ ହୁଏ) — ମନୋହରରୂପେ ମୁକ୍ତା ଓ ପୁଷ୍ପାଦି ଦ୍ୱାରା ଅଳଙ୍କୃତ ଆବଦ୍ଧ କେଶପାଶ; ଜୁଡ଼ା; ଖୋପା; ଖୋସା; ସଂଯତ କେଶକଳାପ; ଫାଶଗଣ୍ଠି — Chignon; the hair of the head tied into a very beautiful knot; coiffure of hair