ଧମାଧମ୍ Dhamādham
- ଦେ. ଅ (ଧ୍ୱନ୍ୟନୁକରଣ) — ଧମ୍ ଧମ୍ ଶବ୍ଦ କରି — With thumping sounds
- ଦେ. ଅ (ଧ୍ୱନ୍ୟନୁକରଣ) — ଉପର୍ଯ୍ୟୁପରି ଧମ ଧମ ଶବ୍ଦ ପୂର୍ବକ — Producing repeated thumping sounds
- ଦେ. ଅ (ଧ୍ୱନ୍ୟନୁକରଣ) — ଅତି ଶୀଘ୍ର; ଖୁବ୍ କାର୍ଯ୍ୟବ୍ୟସ୍ତତା ସହକାରେ; ତ୍ୱରିତ — In a hurry; in haste
- ଦେ. ଅ (ଧ୍ୱନ୍ୟନୁକରଣ) — (ଯଥା—କାରଖାନାରେ ଦିନ ରାତି କାମ ଧମାଧମ୍ ଚାଲିଛି ।)
- ଦେ. ଅ (ଧ୍ୱନ୍ୟନୁକରଣ) — ଖୁବ୍ ଗୋଳମାଳ ସହିତ — With bustle; with a great noise; with much ado