ଧମଧମ୍ Dhamadham

  • ଦେ. ଅ. (ଧ୍ୱନ୍ୟନୁକରଣ) — ଧମ୍ଧମ୍ ଶବ୍ଦ କରି; ଦମଦମ — with thumping sounds
  • ଦେ. ଅ. (ଧ୍ୱନ୍ୟନୁକରଣ) — ଢିଙ୍କି ପଡ଼େ ଧମଧମ, ସାହାବ ଚାକିରି ଭାରି କଠିଣ; ଝାଳ ବୁହେ ଗମଗମ । ଢଗ।