ଧମକାଇବା Dhamakāibā

  • ଦେ. କ୍ରି (ସଂ. ଧ୍ମା ଧାତୁ= ଶବ୍ଦ କରିବା) — ପ୍ରହାରାଦିର ଭୟ ଦେଖାଇବା — To threaten
  • ଦେ. କ୍ରି (ସଂ. ଧ୍ମା ଧାତୁ= ଶବ୍ଦ କରିବା) — ଗାଳି ଦେବା — To rebuke; to scold
  • ଦେ. କ୍ରି (ସଂ. ଧ୍ମା ଧାତୁ= ଶବ୍ଦ କରିବା) — ଡରାଇବା — To frighten
  • ଦେ. କ୍ରି (ସଂ. ଧ୍ମା ଧାତୁ= ଶବ୍ଦ କରିବା) — ଧୁରନ୍ଧର ସେ ଇଙ୍ଗିତେ, ଧରଷିଲୁ କେହି ସତେ; ଧମକାଇଲା ନାହିଁ କି କିଛି ଲାଜ । କବିସୂର୍ଯ୍ୟ. କିଶୋରୀଚମ୍ପୂ ଧ. ଗୀତ ।
  • ଦେ. କ୍ରି (ସଂ. ଧ୍ମା ଧାତୁ= ଶବ୍ଦ କରିବା) — (ଲକ୍ଷଣାର୍ଥ) ଲୋପ କରାଇବା — (fig) To cause to disappear
  • ଦେ. କ୍ରି (ସଂ. ଧ୍ମା ଧାତୁ= ଶବ୍ଦ କରିବା) — ଧୃତିକୁ ତୁ ସିନା ଧମକାଇ ଜାଣୁ । କବିସୂର୍ଯ୍ୟ. ସଙ୍ଗୀତ ।