ଧମକଧମା Dhamakadhamā

  • ଦେ. ବି — ଧମକାଣ — Threatening
  • ଦେ. ବି — ଆଡ଼ମ୍ବର ଦେଖାଇବା — Making ado
  • ଦେ. ବି — (ସବାରି ଗଉଡ଼ଙ୍କ ଡାକ) ଅସମତଳ ବା ଗର୍ତ୍ତମୟ କଷ୍ଟପ୍ରଦ ମାର୍ଗ ପ୍ରତି ଲକ୍ଷ୍ୟ କରି ବେହେରାମାନଙ୍କ ଡାକ — A halloo of palki-bearers indicating that the road is very uneven or full of pits