ଧମ Dhama
- ସଂ. ବି (ଧ୍ମା ଧାତୁ= ଶବ୍ଦ କରିବା, ଅଗ୍ନି ସଂଯୋଗ କରିବା+ କର୍ତ୍ତୃ. ଅ) — କମାରଶାଳରେ ଯେ ଭାତି ତାଏ — One who blows the bellows
- ସଂ. ବି (ଧ୍ମା ଧାତୁ= ଶବ୍ଦ କରିବା, ଅଗ୍ନି ସଂଯୋଗ କରିବା+ କର୍ତ୍ତୃ. ଅ) — ଯେ ଅଗ୍ନି ସଂଯୋଗ କରେ; ଯେ ନିଆଁ ଲଗାଏ — One's who kindles a fire
- ସଂ. ବି (ଧ୍ମା ଧାତୁ= ଶବ୍ଦ କରିବା, ଅଗ୍ନି ସଂଯୋଗ କରିବା+ କର୍ତ୍ତୃ. ଅ) — ଶବ୍ଦ ଉତ୍ପାଦନକାରୀ ବ୍ୟକ୍ତି — One who produces or makes a sound
- ଦେ. ବିଣ. (ସଂ. ଅଧମର ବିପରୀତ) — ଉତ୍ତମ ବ୍ୟକ୍ତି — A good person
- ଦେ. ବିଣ. (ସଂ. ଅଧମର ବିପରୀତ) — ଜାଣି ପଚାରେ ଧମ ; ନ ଜାଣି ନ ପଚାରେ ଅଧମ—ପ୍ରବଚନ।