ଧବଳମୟ ପୁରୀ Dhabaḻamaya purī
- ଦେ. ବି (ସଂ. ଧବଳ+ପୁର; +ପୁରୀ) — ଅଟ୍ଟାଳିକାମୟ ସ୍ଥାନ—(କୋଠା ମାନ ଚୂନ ବୋଳାହୋଇ ଧବଳିତ ହୋଇଥିବାରୁ — A place full of (white) buildings or palaces
- ଦେ. ବି (ସଂ. ଧବଳ+ପୁର; +ପୁରୀ) — (ଯଥା— ମୋ ହାତରେ ଦିନାକେତେ ରାଜ୍ୟର ଭାର ପଡ଼ିଲେ ମୁଁ ଏ ସ୍ଥାନକୁ ଧବଳମୟ ପୁରୀ ବନେଇ ଦିଅନ୍ତି ।)