ଧବଳ ପକ୍ଷ Dhabaḻa paksha
- ସଂ. ବି (କର୍ମଧା; ଧବଳ+ପକ୍ଷ) — ଚାନ୍ଦ୍ର ମାସର ଶୁକ୍ଳପକ୍ଷ — The bright fortnight of a lunar month
- ସଂ. ବି (କର୍ମଧା; ଧବଳ+ପକ୍ଷ) — ଧଳା ପର — White feather
- ସଂ. ବି (କର୍ମଧା; ଧବଳ+ପକ୍ଷ) — (ବହୁବ୍ରୀହି; ଧବଳ ପକ୍ଷ ଯାହାର) ଧଳା ହଂସ — Swan; white-winged gander