ଧବଳ କର Dhabaḻa kara

  • ସଂ. ବି (ବହୁବ୍ରୀହି; ଧବଳ+କର= କିରଣ) — ଚନ୍ଦ୍ର; ଇନ୍ଦୁ; ସିତାଶୁଂ — The moon
  • ସଂ. ବି (ବହୁବ୍ରୀହି; ଧବଳ+କର= କିରଣ) — ବଳ ପ୍ରବଳ ମୋର ଧବଳକର ପ୍ରାୟେ ତମ ପ୍ରାୟ କବଳ କର ସେ— ଭଞ୍ଜ. ବୈଦେହୀଶବିଳାସ ।