ଧବ Dhaba

  • ସଂ. ବି. ପୁଂ (ଧୁ ଧାତୁ= କମ୍ପାଇବା+କର୍ତ୍ତୃ. ଅ) — ପତି; ସ୍ୱାମୀ — Husband
  • ସଂ. ବି. ପୁଂ (ଧୁ ଧାତୁ= କମ୍ପାଇବା+କର୍ତ୍ତୃ. ଅ) — ପ୍ରଭୁ — Lord; master
  • ସଂ. ବି. ପୁଂ (ଧୁ ଧାତୁ= କମ୍ପାଇବା+କର୍ତ୍ତୃ. ଅ) — ମନୁଷ୍ୟ — A man
  • ସଂ. ବି. ପୁଂ (ଧୁ ଧାତୁ= କମ୍ପାଇବା+କର୍ତ୍ତୃ. ଅ) — ଧୂର୍ତ୍ତ ବ୍ୟକ୍ତି — A knave; a cheat
  • ସଂ. ବି. ପୁଂ (ଧୁ ଧାତୁ= କମ୍ପାଇବା+କର୍ତ୍ତୃ. ଅ) — ଧଅ (ଗଛ) (ଦେଖ) — Dha-a (tree) (See)
  • ସଂ. ବି. ପୁଂ (ଧୁ ଧାତୁ= କମ୍ପାଇବା+କର୍ତ୍ତୃ. ଅ) — ( 1+5 )= ବିଂଶପାଣି ଭଣି ଈଶାନ କଲେଣି ଏ ବନେ କି ବସା ବୈଦେହୀ କହି ନ ବୁଝ କି ସେ ନୋହି ଧବରେ ଏ ଭାଷା ବୋଲେ ଲଙ୍କପତି ଏଥି ଗତାଗତି କରନ୍ତି ବୃକ୍ଷ କି ବଲ୍ଲଭେ କହଇ ରାଘବଟି ସେହି ଭାଷିତ ଜାନକୀ । ଭଞ୍ଜ. ବୈଦେହୀଶବିଳାସ । — (1+5)= ବିଂଶପାଣି ଭଣି ଈଶାନ କଲେଣି ଏ ବନେ କି ବସା ବୈଦେହୀ କହି ନ ବୁଝ କି ସେ ନୋହି ଧବରେ ଏ ଭାଷା ବୋଲେ ଲଙ୍କପତି ଏଥି ଗତାଗତି କରନ୍ତି ବୃକ୍ଷ କି ବଲ୍ଲଭେ କହଇ ରାଘବଟି ସେହି ଭାଷିତ ଜାନକୀ ଭଞ୍ଜ. ବୈଦେହୀଶବିଳାସ
  • ସଂ. ବି. ପୁଂ (ଧୁ ଧାତୁ= କମ୍ପାଇବା+କର୍ତ୍ତୃ. ଅ) — (+ଭାବ. ଅ) କମ୍ପ — Quacking; trembling