ଧନ୍ଦାଳିବା Dhandāḻibā

  • ଦେ. କ୍ରି — ବ୍ୟସ୍ତ ହୋଇ ଏଣେ ତେଣେ କୌଣସି ବସ୍ତୁକୁ ଖୋଜିବା — To anxiously search for a thing here and there
  • ଦେ. କ୍ରି — ଉଣ୍ଡାଳିବା — To grope for a thing