ଧନୁଷ୍କୋଟି Dhanushkoṭi

  • ସଂ. ବି. ( 6 ଷ୍ଠୀ ତତ୍; ଧନୁସ୍+କୋଟି) — ଧନୁର ଅଗ୍ରଭାଗ — The horns or ends of a bow
  • ସଂ. ବି. ( 6 ଷ୍ଠୀ ତତ୍; ଧନୁସ୍+କୋଟି) — (ନାମ) ରାମେଶ୍ୱରର ଦକ୍ଷିଣପୂର୍ବରେ ଥିବା ସମୁଦ୍ରସ୍ଥ ତୀର୍ଥବିଶେଷ — Name of a holy bathing place near Rāmeṡwara (S India)