ଧନୁର୍ଦ୍ଧର Dhanurdhara
- ସଂ. ବିଣ. ପୁଂ. (ଧନୁସ୍+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ) — ଧନୁକଧାରୀ; ଯେ ଧନୁ ଓ ତୀର ଧରି ଯୁଦ୍ଧ କରେ; ତୀରନ୍ଦାଜ — Carrying a bow; armed with a bow; bearing a bow
- ସଂ. ବିଣ. ପୁଂ. (ଧନୁସ୍+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ) — କୌଣସି କାର୍ଯ୍ୟରେ ଦକ୍ଷ ବା ନିପୁଣ; ଧୁରନ୍ଧର; ବିଚକ୍ଷଣ — Expert in a work; skilful
- ଦେ. ବି — ତୀରନ୍ଦାଜ ସେନା — An archer; bowman