ଧନୁର୍ଗୁଣ Dhanurguṇa

  • ସଂ. ବି. ( 6 ଷ୍ଠୀ ତତ୍; ଧନୁସ୍+ଗୁଣ) — ଧନୁର ଦଉଡ଼ି; ଜ୍ୟା — Bow-string
  • ସଂ. ବି. ( 6 ଷ୍ଠୀ ତତ୍; ଧନୁସ୍+ଗୁଣ) — (ଜ୍ୟାମିତି) ବୃତ୍ତଖଣ୍ଡର ଅଗ୍ରଭାଗ ସଂଯୋଜକ ରେଖା; ଜ୍ୟା — (geometry) Chord of an arc