ଧନୁତିରି Dhanutiri
- ଗ୍ରା. ବି. (ସଂ. ଧନ୍ୱନ୍ତରି) — ସ୍ୱର୍ଗ ବୈଦ୍ୟ — The physician of the Gods
- ଗ୍ରା. ବି. (ସଂ. ଧନ୍ୱନ୍ତରି) — କତ୍ତୃଣ (ଦେଖ) — Kattṛuṇa (See)
- ଗ୍ରା. ବି. (ସଂ. ଧନ୍ୱନ୍ତରି) — [ଦ୍ର—ଏହା ଏକପ୍ରକାର ଘାସ; ଏଥିର ପତ୍ରରେ ଲେମ୍ବୁର ଗନ୍ଧ ଅଛି। ଗୋରୁମାନଙ୍କ ଅଜୀର୍ଣ୍ଣ ହେଲେ ଏହା ଔଷଧରୂପରେ ବ୍ୟବହୃତ ହୁଏ। ଏ ଘାସରୁ ଏକପ୍ରକାର ଲେମ୍ବୁ ଚୋପାର ଗନ୍ଧଯୁକ୍ତ ତୈଳ ବାହାରେ।]