ଧନିଷ୍ଠା Dhanishṭhā

  • ସଂ. ବି. ସ୍ତ୍ରୀ — ତ୍ରୟୋବିଂଶ ନକ୍ଷତ୍ର — The twenty third asterism
  • ସଂ. ବି. ସ୍ତ୍ରୀ — [ଦ୍ର—ଏ ନକ୍ଷତ୍ରରେ ଜନ୍ମିବା ଲୋକ ସଦାଚାର ଓ ଭାଗ୍ୟବାନ୍, ଦୀର୍ଘ— କାୟ, କାମାତୁର, କଫଯୁକ୍ତ, ଶାସ୍ତ୍ର— ବେତ୍ତା ଓ କୀର୍ତ୍ତିମାନ୍ ହୁଏ।]
  • ସଂ. ବି. ସ୍ତ୍ରୀ — ନକ୍ଷତ୍ର ତଳେ ନୋଟ୍ (ଦେଖ) — (See notes under Nakshatra)
  • ଦେ. ବିଣ — ଭାଗ୍ୟବନ୍ତ — Fortunate; lucky
  • ଦେ. ବିଣ — ବିଯୋଗିଲେ ଚନ୍ଦ୍ର ଦୀପମାନ କୁମ୍ଭରାଶି ବନ୍ଧୁରତାରେ ଧନିଷ୍ଠା ହୋଇ ପରଶଂସୀ। ଭଞ୍ଜ. ବୈଦେହୀଶବିଳାସ।