ଧନାଶ୍ରୀ Dhanāṡrī
- ସଂ. ବି. ସ୍ତ୍ରୀ — ସଙ୍ଗୀତର ରାଗିଣୀବିଶେଷ — Name of a sanskrit musical air
- ସଂ. ବି. ସ୍ତ୍ରୀ — [ଦ୍ର— ଏହି ରାଗିଣୀ ବୀର ରସରେ ପ୍ରଯୁଜ୍ୟ। ହନୁମାନ୍ଙ୍କ ମତରେ ଏହା ଶ୍ରୀରାଗର ଭାର୍ଯ୍ୟା, ଦିବସର ଦ୍ୱିତୀୟ (ବା ମତାନ୍ତରେ ତୃତୀୟ) ପ୍ରହରରେ ଏହା ବୋଲାଯିବା ଉଚିତ। ଭରତଙ୍କ ମତରେ ଏହା ଗାନ୍ଧର ରାଗର ଓ ମଲ୍ଲିନାଥଙ୍କ ମତରେ ମେଘ ରାଗର ଭାର୍ଯ୍ୟା—ହି. ଶବ୍ଦସାଗର।]