ଧନାତ୍ମକ Dhanātmaka

  • ଦେ. ବିଣ (ଗଣିତ ଓ ବିଜ୍ଞାନପରିଭାଷା) — (ଗଣିତ) ଯୋଗଚିହ୍ନସୂଚକ — (mathematics) Indicating a positive number
  • ଦେ. ବିଣ (ଗଣିତ ଓ ବିଜ୍ଞାନପରିଭାଷା) — [ଦ୍ର—ଧନାତ୍ମକ ଚିହ୍ନ+; ଋଣାତ୍ମକଚିହ୍ନ—]
  • ଦେ. ବିଣ (ଗଣିତ ଓ ବିଜ୍ଞାନପରିଭାଷା) — (ବିଜ୍ଞାନ) ସତ୍ତାତ୍ମକ (ବିଦ୍ୟୁତ୍) — (Physics) Positive (electricity)