ଧନର୍ଜଇ Dhanarjai

  • ଗ୍ରା. (ପ୍ରାଚୀନ ପ୍ରୟୋଗ) ବି. (ସଂ. ଧନଞ୍ଜୟ) — ଧନଞ୍ଜୟ; ଅର୍ଜ୍ଜୁନ — Arjuna
  • ଗ୍ରା. (ପ୍ରାଚୀନ ପ୍ରୟୋଗ) ବି. (ସଂ. ଧନଞ୍ଜୟ) — ସେ ଅଗ୍ନି ଧରି ଯୋଗେ ସିଦ୍ଧ ହୋଇ ଆହାର ତୁଚ୍ଛ କଲେ ଧନର୍ଜଇ—ପ୍ରାଚୀ. ପରଚେଗୀତା।