ଧନ ସ୍ୱାମୀ Dhana swāmī
- ସଂ. ବିଣ. (ସଂ. ଧନ+ସ୍ୱାମିନ୍; 1 ମା. 1 ବ.) — ଧନପତି; ଧନର ମାଲିକ — Owner of riches
- ସଂ. ବିଣ. (ସଂ. ଧନ+ସ୍ୱାମିନ୍; 1 ମା. 1 ବ.) — କୁବେର — The Hindu God of riches
- ସଂ. ବିଣ. (ସଂ. ଧନ+ସ୍ୱାମିନ୍; 1 ମା. 1 ବ.) — ଯେଉଁ ବ୍ୟକ୍ତିଙ୍କ ମୂଳଧନରେ କୌଣସି ବ୍ୟବସାୟ ଆଦି ଚଳେ — A capitalist