ଧନ ଗୌରବ Dhana gauraba
- ସଂ. ବି. ( 6 ଷ୍ଠୀ ତତ୍ ବା ମ. ପ. ଲୋ; ଧନ+ଗୌରବ) — ଧନଯୋଗୁଁ ଧନୀ ବ୍ୟକ୍ତିର ସମାଜରେ ସମ୍ମାନ — Respect shown to a person in society for his riches
- ସଂ. ବି. ( 6 ଷ୍ଠୀ ତତ୍ ବା ମ. ପ. ଲୋ; ଧନ+ଗୌରବ) — ଧନଗର୍ବ — Pride of wealth
- ସଂ. ବି. ( 6 ଷ୍ଠୀ ତତ୍ ବା ମ. ପ. ଲୋ; ଧନ+ଗୌରବ) — ଧନର ମାହାତ୍ମ୍ୟ — The glory or greatness of wealth