ଧନ କ୍ଷୟକର Dhana kshayakara

  • ସଂ. ବିଣ. ପୁଂ. (ଧନକ୍ଷୟ+କୃ ଧାତୁ+କର୍ତ୍ତୃ. ଅ; ଉପପଦ ତତ୍) — ଅପବ୍ୟୟୀ — Prodigal
  • ସଂ. ବିଣ. ପୁଂ. (ଧନକ୍ଷୟ+କୃ ଧାତୁ+କର୍ତ୍ତୃ. ଅ; ଉପପଦ ତତ୍) — ଯେଉଁ କାର୍ଯ୍ୟଦ୍ୱାରା ଧନକ୍ଷୟ ହୁଏ — Leading to waste or loss of money