ଧଣ୍ଡା Dhaṇḍā

  • ଦେ. ବି. (ସଂ. ଦଣ୍ଡ; ଦଣ୍ଡ ପରି ମୋଟ ଓ ଲମ୍ବ ଦେଖା ଯିବାରୁ) — ବେକରୁ ପାଦ ପର୍ଯ୍ୟନ୍ତ ଲମ୍ବି ଥିବା ଫୁଲର ବଡ଼ ମାଳ — A big wreath of flowers
  • ଦେ. ବି. (ସଂ. ଦଣ୍ଡ; ଦଣ୍ଡ ପରି ମୋଟ ଓ ଲମ୍ବ ଦେଖା ଯିବାରୁ) — ଗହବ ଚମ୍ପା ଧଣ୍ଡା; ନିର୍ମିତ ଗଜଶୁଣ୍ଡା। କବିସୂର୍ଯ୍ୟ. ସଙ୍ଗୀତ।
  • ଦେ. ବି. (ସଂ. ଦଣ୍ଡ; ଦଣ୍ଡ ପରି ମୋଟ ଓ ଲମ୍ବ ଦେଖା ଯିବାରୁ) — ଆଖୁର ଗୋଟିଏ ଗଛ ବା ଦଣ୍ଡ — One stick of sugarcane
  • ଦେ. ବି. (ସଂ. ଦଣ୍ଡ; ଦଣ୍ଡ ପରି ମୋଟ ଓ ଲମ୍ବ ଦେଖା ଯିବାରୁ) — ପ୍ରସାଦୀ ମାଳା; ଦେବତାଙ୍କ ବେକରେ ଲମ୍ବିତ ପୁଷ୍ପମାଳ; ଯାହା ଦେବତାଙ୍କଠାରୁ କଢ଼ା ଯାଇ ଭକ୍ତକୁ ଦିଆ— ଯାଏ; ଦେବତାଙ୍କ ଛଡ଼ା ମାଳ — A wreath of flowers put on an idol and afterwards brought down from it
  • ଦେ. ବି. (ସଂ. ଦଣ୍ଡ; ଦଣ୍ଡ ପରି ମୋଟ ଓ ଲମ୍ବ ଦେଖା ଯିବାରୁ) — ସୁଗନ୍ଧ ବାସ ରସ ପୁଷ୍ପ ଧଣ୍ଡା; ଦିଅଁଙ୍କୁ ଦିଅଇ ବାସନା ପଣ୍ଡା। ପ୍ରାଚୀ. ପରଚେଗୀତା।
  • ଦେ. ବି. (ସଂ. ଦଣ୍ଡ; ଦଣ୍ଡ ପରି ମୋଟ ଓ ଲମ୍ବ ଦେଖା ଯିବାରୁ) — (ସଂ. ଜୟନ୍ତ) ପତାକା; ଝଣ୍ଡା; ବଡ଼ ପତାକା — An ensign; a big flag; a standard
  • ଦେ. ବି. (ସଂ. ଦଣ୍ଡ; ଦଣ୍ଡ ପରି ମୋଟ ଓ ଲମ୍ବ ଦେଖା ଯିବାରୁ) — ମାତଙ୍ଗ ଧଣ୍ଡା ଟମକ ନିଶାଣ; ଢାଲ ତରବାର କଟାରୀ ପୁଣ। ବ୍ରଜନାଥ. ସମରତରଙ୍ଗ।
  • ଦେ. ବି. (ସଂ. ଦଣ୍ଡ; ଦଣ୍ଡ ପରି ମୋଟ ଓ ଲମ୍ବ ଦେଖା ଯିବାରୁ) — (ସଂ. ଡୁଣ୍ଡୁଭ) ଧଣ୍ଡ—(ଦେଖ) — Dhaṇḍa (See)
  • ଦେ. ବି. (ସଂ. ଦଣ୍ଡ; ଦଣ୍ଡ ପରି ମୋଟ ଓ ଲମ୍ବ ଦେଖା ଯିବାରୁ) — ପାଣିହୁଳା ଧଣ୍ଡା ଚିତି ଆଦି ଏ ସାପେ ରହିଲେ ପଟ ଧରି କର୍ଣ୍ଣଙ୍କ ସମୀପେ। କୃଷ୍ଣସିଂହ. ମହାଭାରତ; କର୍ଣ୍ଣ।