ଧଣ୍ଡଛୁଆଁ Dhaṇḍa chhuāñ

  • ଦେ. ବିଣ. (ସଂ. ଡୁଣ୍ଡୁଭ) — ଯାହାକୁ ଧଣ୍ଡସାପ କାମୁଡ଼ିଥାଏ 1. Bitten by a water — snake
  • ଦେ. ବିଣ. (ସଂ. ଡୁଣ୍ଡୁଭ) — [ଦ୍ର—ଯେଉଁ ବ୍ୟକ୍ତିକୁ ଥରେ ଧଣ୍ଡସାପ କାମୁଡ଼ି ଥାଏ, ତାକୁ ଅନ୍ୟ ବିଷଧର ସାପ କାମୁଡ଼ନ୍ତି ନାହିଁ ବୋଲି ଲୋକେ ବିଶ୍ୱାସ କରନ୍ତି।]
  • ଦେ. ବିଣ. (ସଂ. ଡୁଣ୍ଡୁଭ) — (ଲକ୍ଷଣାର୍ଥ) ଯାହାକୁ ଜଣେ ଆକ୍ରମଣ କରିବା ପରେ ଅନ୍ୟ ବ୍ୟକ୍ତି ଆକ୍ରମଣ କରି ପାରିବ ନାହିଁ — One who has no fear of being attacked by any other person after the attack of the first assailant