ଧଡ଼୍କେଇବା Dhaṟḍ̠-keibā
- ଦେ. କ୍ରି. (ସଂ. ଧକ୍କ ଧାତୁ; ଧଡ଼କିବାର ଣିଜନ୍ତରୂପ) — ଡରାଇବା; ଧମକାଇବା — To threaten; to terrify
- ଦେ. କ୍ରି. (ସଂ. ଧକ୍କ ଧାତୁ; ଧଡ଼କିବାର ଣିଜନ୍ତରୂପ) — ଗାଳି ଆଦି ଦ୍ୱାରା ହୃତ୍କମ୍ପ ଉପସ୍ଥିତ କରାଇବା — To cause palpitation of the heart with abuse or threatening