ଧଙ୍କସ ଗଡ଼ Dhaṅkasa gaṟḍ̠a

  • ଦେ. ବି — ପ୍ରାଚୀନ ଉତ୍କଳର ଅନାର୍ଯ୍ୟ ରାଜାଙ୍କର ଗୋଟିଏ ଦୁର୍ଗ — Name of a stronghold of a non-aryan Raja of ancient Orissa
  • ଦେ. ବି — [ଦ୍ର—କେହି କେହି ଏହାକୁ ଢେଙ୍କା ବା ଆଧୁନିକ ଢେଙ୍କାନାଳ ବୋଲି ଅନୁମାନ କରନ୍ତି।]