ଧକ Dhaka

  • ଦେ. ବି — ଶ୍ରମଜନିତ ଖର ନିଶ୍ୱାସ — Gasping or panting due to over-exertion
  • ଦେ. ବି — ଛାତି ଦମ୍ ଦମ୍ ହେବା — Palpitation of the heart (Howells)
  • ଦେ. ବି — କ୍ଳାନ୍ତି — Fatigue (Howells)
  • ଦେ. ବି — ଜଳୁଥିବା ନିଆଁର ତେଜ — Blaze of fire
  • ପ୍ରାଦେ (ବାଲେଶ୍ୱର) ବି — ସଫା ଚାଉଳ — White rice; fine rice
  • ଦେ. ବିଣ — ଉତ୍ତମ — Good